Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saswat sahoo

Children

3  

saswat sahoo

Children

ମନେପଡ଼ନ୍ତି ଆପଣ

ମନେପଡ଼ନ୍ତି ଆପଣ

1 min
131


ପିତା ପରି ସ୍ନେହ ଦେଇଥିଲେ ମତେ

ଦେଇଥିଲେ ମତେ ମହତ ଜ୍ଞାନ 

ଦରମା ନ ପାଇ କଷ୍ଟ ସହି ଆପଣେ

ଶିଖାଇ ଥିଲେ ମତେ କିପରି ପାଇବି ସମ୍ମାନ l


ବିନା ବେତେ ବିନା ଦଣ୍ଡେ ଦେଇଥିଲେ ମତେ

କେତେ ଯେ ଦିବ୍ୟ ଜ୍ଞାନ 

ନିଜର କଷ୍ଟକୁ ନିଜେ ସହି ଆପଣେ

ଶିଖାଉଥିଲେ ଜ୍ଞାନର ତାଲାବେ କିପରି କରିବି ସ୍ନାନ l


ହସ ହସ ମୁଖେ ସ୍ନେହ ଭରା ବୁକେ

ସଦା ଶିଖାଇଲେ ବଞ୍ଚିବାର ଗୁରୁ ଜ୍ଞାନ 

ରୋଗ ବ୍ୟାଧି ଅଭାବକୁ ଭୃକ୍ଷେପ ନ କରି ଆପଣେ

ଶିଖାଉଥିଲେ ମୋତେ କିପରି ମାନ l 



Rate this content
Log in

Similar oriya poem from Children