Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Romance

3.1  

Suryakanta parida

Romance

ପ୍ରିୟା ଶ୍ରାବଣୀ

ପ୍ରିୟା ଶ୍ରାବଣୀ

1 min
11.9K


ଶ୍ରାବଣ ଚାଲିଯାଇଛି କିନ୍ତୁ ବର୍ଷା ତ ଯାଇନି। 

ତମେ ଚାଲିଯାଇଛ ଶ୍ରାବଣ ପରି

ଫେରିବ କି ନାହିଁ ଜାଣିନି।

ପୁଣିଥରେ ଫେରିଆସପ୍ରୀତିର ବର୍ଷାରେ ଭିଯାଇଦିଅ।

ହେ ମୋର ପ୍ରିୟା ଶ୍ରାବଣୀ।

ଏକା ଏକା ଭିଜି ଭିଜି ତମକୁ ଖୋଜୁଛି ଆଖି।

ଆଖିରେ ଶ୍ରାବଣ ଧାରା ହୃଦୟରେ କୋହ ।

କେମିତି ଲୁଚେଇବି କୁହ।

ଶ୍ରାବଣ ସାଙ୍ଗରେ ତମେ ହଜିଗଲ ମୁଁ ହଜେଇଲି ମୋ ସ୍ଥିତି ।

 ନା ତମକୁ ଭୁଲିଛି ନା ଶ୍ରାବଣକୁ ଆଉ ଆଖି ତମକୁ ଖୋଜୁଛି ।

ତମ ସ୍ମୃତି ରେ ଭିଜୁଛି।

             


Rate this content
Log in

Similar oriya poem from Romance