Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

4.0  

Anirudha Kund

Classics

ଆନନ୍ଦ କନ୍ଦ

ଆନନ୍ଦ କନ୍ଦ

1 min
247



ଆନନ୍ଦିତ ଧରା

ସୂର୍ଯ୍ୟ ଚନ୍ଦ୍ର ତରା

      ନନ୍ଦ ଉଆସେ ଆନନ୍ଦ

ଯଶୋଦାର କୋଳେ

 ଅଗଣାରେ ଖେଳେ

     କଅଁଳା ଛୁଆ ଗୋବିନ୍ଦ ॥୦॥


ସରଗୁ ମରତେ

 ଅସିଛି ଓହ୍ଲାଇ

    ପୁନେଁଇ ତିଥିର ଚାନ୍ଦ

ପାଦ ଆଙ୍ଗୁଳିକି

ପାଟିରେ ପୁରାଇ

      ହସୁଥାଏ ମନ୍ଦମନ୍ଦ

ସତେକି ଝରୁଛି

ପାଦରୁ ତାହାର

      ବୁନ୍ଦା ବୁନ୍ଦା ମକରନ୍ଦ॥୧॥


ଛନ୍ଦି ଦେଉଥାଏ

ଚରଣକୁ ତାର 

     ଛାନ୍ଦରେ ଆନନ୍ଦ କନ୍ଦ    

ଦେବଗଣ ସବୁ

ବନ୍ଦନା କରନ୍ତି

     ହୋଇଣ ପରମାନନ୍ଦ 

ଚୁମି ଯାଉଛନ୍ତି

ମଝିରେ ମଝିରେ

    ଗୋପ ଗୋପାଳୁଣୀ ବୃନ୍ଦ ॥୨॥


Rate this content
Log in

Similar oriya poem from Classics