Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

3  

Chittaranjan Nanda

Abstract Classics Others

ବିଦ୍ୟା, ଅମୂଲ୍ୟ ଧନ

ବିଦ୍ୟା, ଅମୂଲ୍ୟ ଧନ

1 min
139



ବିଦ୍ୟା ଅଟଇ, ମଣିଷର ଏକ ଅମୂଲ୍ୟ ଧନ

ତାହା ସୁଖ ଶାନ୍ତି ଜୀବନରେ ଭରଇ ଜାଣ ll


ସୁନା ରୁପା କେବେ ପାଠ ସହ ନୁହେଁ ସମାନ, 

ପାଠ ପଢ଼ିଲେ ମିଳିବରେ ସବୁ ଧନ ସନମାନ ll


ବିଦ୍ୟା ଦିଏ ସୁଖ, ଶାନ୍ତି ଭରିଣ ଦିଏ ମନରେ 

ବିଦ୍ୟାର ଅଭାବରେ ଜୀବନ କଟେ ବୃଥାରେ ll

    

ବିଦ୍ୟାର ମହତ୍ତ୍ୱ ମହାନ୍, ତାର କଳନା ନାହିଁ 

ବିଦ୍ୟା, ଜୀବନ ଗଢିବାରେ ମାର୍ଗ ଦର୍ଶକ ରହି ll


ବିଦ୍ୟା ନଥିଲେ ସର୍ବେ ଆତ୍ମ ଗର୍ବେ ହୁଅନ୍ତି ସଜିତ

କଲବଲ ହୁଏ ଗର୍ବ, ଅହଙ୍କାରେ ହୋଇ ଉସ୍ଛାହିତ ll


ଉତ୍ତମ ଗୁରୁଙ୍କୁ ପାଇ ପାରିଥିଲେ ମିଳଇ ବିଜ୍ଞତା

ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କ, ରହି ଥାଏ ସତ୍ୟତା ll


ଯେଉଁ ଗୁରୁ ଜ୍ଞାନର ଭଣ୍ଡାର ଜ୍ଞାନକୁ ଶିଖାଇ ଥାନ୍ତି

ଉତ୍ତମ ଗୁରୁ ସିଏ, ଯିଏ ଶିଷ୍ୟକୁ ଆଲୋକିତ କରନ୍ତି ll



Rate this content
Log in

Similar oriya poem from Abstract