Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics Inspirational Others

4  

Chittaranjan Nanda

Classics Inspirational Others

ଦୁଃଖ ଦେବାନି ଅନ୍ତରାତ୍ମାକୁ

ଦୁଃଖ ଦେବାନି ଅନ୍ତରାତ୍ମାକୁ

1 min
5



ଚୟନ କରିବା ମଣିଷର ସର୍ବତ୍ର ପ୍ରୟୋଜନ

ଉତ୍ତମ ପଥ ଚୟନରେ ଉତ୍ତମ ହୁଏ ଜୀବନ


ତୃଟି ହୁଏ ଯେବେ କୌଣସି ସମ୍ପର୍କ ଚୟନରେ  

ଜୀବନେ ଦୁଃଖ ଆସେ, ଆସିବ ଭବିଷ୍ୟତରେ


ଜୀବନ ପଥେ ବହୁ ଆସିବେ, ଯିବେ ତ ଚାଲି,

ନଭାଙ୍ଗି ଚାଲିବା ସଠିକ ରାସ୍ତାରେ ସବୁ ଭୁଲି


ବର୍ଷା ବତାସ ଦେଖି ହେବାନି କେବେ କାତର

ଧୈର୍ଯ୍ୟ ପଥ ଚୟନେ ପିନ୍ଧିବା ଟୀକା ବିଜୟର


ଅପେକ୍ଷା କରିଛେ ଛ'ଖଣ୍ଡ କାଠର ସବାରୀକୁ

ସତ୍ୟ ପଥେ ଚାଲି ଦୁଃଖ ଦେବାନୁ ଅନ୍ତରାତ୍ମାକୁ ।



Rate this content
Log in

Similar oriya poem from Classics