Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

*ପ୍ରିୟତମ ଅଧିକାରଜରାୟୁ ରୁ ମଶାଣ

*ପ୍ରିୟତମ ଅଧିକାରଜରାୟୁ ରୁ ମଶାଣ

1 min
166



ଜରାୟୁ ରୁ ମଶାଣି ପର୍ଯ୍ୟତ

ଯେପରିକି ମୁଁ ଆଲିଙ୍ଗନ ବଦ୍ଧ

ଅଂତରର ଅଂଧକାର ସହିତ


ଏହାର କୋମଳ ହାତ ଓ ମଧୁର ଟୁବନରେ

ଅନୁଭବିବାକୁ ଆଲୋକର ବିଶ୍ୱସ୍ତ ଉପସ୍ଥିତ

ମୋର ସଚେତନ ଓ ଅବଚେନିତ ମୁଦ୍ରାରେ ।

ମସୃଣ ଅଂଧକାର ସହିତ ମୋର ଅଂତରିକତା

ମୋତେ କରିଛି ଶିହରିତ- ରୋମାଂଚିତ

ଅଧିକାର ମୋତେ ଡରାଏନା

ବଂ ଧରଣୀରୁ ଉଠିପଡି ସେ ମିଶିଯାଏ

ମୌସୁମୀର ପ୍ରଥମ ବର୍ଷଣରେ

ମୋର ବଂଦ ଆଖିର ପରିସୀମା ଭିତରେ

ମୁଁ ଅନୁଭବ କରେ ଅଖ୍ୟତ ନୀରବତା

ଚିରଂତନ ରହସ୍ୟଟିକ ସତେ ଯେମିତି ମୋତେ ଅନାବୃତ କରିଦେବ

ଏକ ମି କିମିଳି, ଦପ୍ରଦପ୍ ଆଲୁଅର ରୋଷଣୀରେ

ଜୀବନଦର୍ଶନ ସହିତ ଏକାକାର ହୋଇ ।


ମୋର ବାଧକ ବି ସାଜେନା ଏବଂ ଅହଂକାରୀର ଛଳନା କରେ

ଯେପରିକି ଏକ ଛଦ୍ମବେଶୀ ବେଆଦର୍ ମଣିଷ

ଅଂଧକାରର ସପୂର୍ଣ କାନ୍‌ସ୍‌

ଏକ ନୀରବତାର ଚିତ୍ରପଟରେ ବଦଳିଯାଏ

ଅନେକ ରଂଗରେ ମିଶି ଏକ ତତ୍ଵର ସିଂହାସନରେ ।।

ମୋର ସ୍ଵପ୍ନ ଗୁଡିକର ସିଂହାସନାଗତ ଦେବାର ମୁହୂର୍ତରେ

ମୁଁ ଭ୍ରାମ୍ୟମାଣ ଦେବଦୂତଂକ ଦ୍ୱାରା ଘେରି ହୋଇଯାଏ

ଆଲୋକର ସମୁଦ୍ରରେ ଆଦୃତ ହୋଇ

ଜିତି ଯାଇଥିବା ବାସ୍ତବିକତାରେ ଅଂଧକାରକୁ ସଂବର୍ଣନା କରିବା ପାଇଁ ।


Rate this content
Log in

Similar oriya poem from Classics