Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

3  

Sanjya Tripathy

Romance

ପ୍ରିୟତମାମୁଁ ପାଇଅଛି :ତୁମକୁ ମୁଁ ପାଇଥିଲି :ସ୍ମୃତିର

ପ୍ରିୟତମାମୁଁ ପାଇଅଛି :ତୁମକୁ ମୁଁ ପାଇଥିଲି :ସ୍ମୃତିର

1 min
5


ପ୍ରିୟତମା

ମୁଁ ପାଇଅଛି :

ତୁମକୁ ମୁଁ ପାଇଥିଲି :

ସ୍ମୃତିର ସହଦ୍ ସେ ପା’ରି ଅପହଂଚ ଇଲାକାରେ

ଜରଦ୍‌ବୀୟ ବ୍ୟବସ୍ଥାର ପରିଚାଳନାଗତ ପ୍ରହସନରେ

ଦାରିଦ୍ର୍ୟ ଜର୍ଜରିତ ଭୋକର ଭୂଗୋଳ, ଇତିହାସ ଓ ଅର୍ଥନୀତିରେ

ଏକ ଗୌରବୋଜ୍ୱଳ, ଐତିହ୍ୟମୟ ପରଂପରାରେ

ଅମା ଅଂଧାରର ଆଲୋକିତ ଅରୁଣିମାରେ

ସୃଷ୍ଟି ମାନସର ଆଭୌତିକ ମଂଥନରେ

ପୁଣି ମୁଁ ପାଇଥିଲି :

ଅଶ୍ଳୀଳ ଭିଡିଓର ଭାନୁମତୀ ରୂପରଂଗାରେ

ଗଣଦୁଷ୍କର୍ମର ପୀଡିତାର ଅଂତର୍ଦାହରେ

ନୀତିଶିକ୍ଷାବିହୀନ ଘୁଣଧରା ସାମାଜିକ ସଂପର୍କରେ

ତୁମକୁ ମୁଁ ପାଇଅଛି :

ଇଶ୍ୱରଂକ ବାତା, ମୈ। ସୁମୀ ମାୟାରେ

ବନ୍ୟ

ମୟୁରୀର ଚଳଚପଳା ନୃତ୍ୟରେ

ଏକ ନିଟୋଳ, ବହୁବର୍ଷା ଭାସ୍କର୍ଯ୍ୟର ମାନଚିତ୍ରରେ

ତୁମକୁ ମୁଁ ପାଇବି :

ସଂଜୟ କୁମାର ତ୍ରିପାଠୀ

ଚୈତନ୍ୟର ଅଭୁଲା ସ୍ତରରେ-ପୁଂଡଳିନୀ ପ୍ରଚ୍ଛାୟାରେ

ଯୋଗୀର ଯୋଗରେ-ଭୋଗର ଭୋଗରେ

ସାଧାରଣ ମଣିଷର ସମସ୍ୟାବହୁଳ ଦିନଚର୍ଯ୍ୟାରେ


Rate this content
Log in

Similar oriya poem from Romance