STORYMIRROR

Trushna Das

Abstract Inspirational Others

3  

Trushna Das

Abstract Inspirational Others

ଭକ୍ତି

ଭକ୍ତି

1 min
184

ମନରେ ଥିଲେ ଭକ୍ତି 

ଆସ୍ଥା ଥିଲେ ଭଗବାନଙ୍କ ପ୍ରତି 

ସଦ୍ ମାର୍ଗରେ ଚାଲିଲେ ନିତି

ଈଶ୍ବରଙ୍କ ଆଶୀର୍ବାଦ ହୁଏ ପ୍ରାପ୍ତି।।


ଈଶ୍ୱରଙ୍କ ଅନେକ ରୂପ

ସବୁ ସ୍ଥାନରେ ତାଙ୍କର ଆସ୍ଥାନ 

ଧର୍ମ ଅନୁସାରେ ନ କରି ଈଶ୍ବରଙ୍କୁ ଭାଗ

ମନରେ କଲେ ଭକ୍ତି, ତୁମ ଗୁହାରି ନିଶ୍ଚୟ ଶୁଣିବେ ଈଶ୍ବର।।


ଭକ୍ତିରେ ଥାଏ ଅନେକ ଶକ୍ତି 

ହେଲେ ଭକ୍ତ ତା ବୁଝି ନ ପାରି 

ମହ ମାୟାରେ ବଶୀଭୂତ ହୋଇ 

ଭଗବାନଙ୍କ ଅସ୍ତିତ୍ୱ ଉପରେ ଲଗାଇ ଥାଏ ପ୍ରଶ୍ନବାଚୀ।। 


ହେଲେ ଭଗବାନ କୁହନ୍ତି ଭକ୍ତିର ସହ ଡାକିଲେ ମୋତେ 

ମୁଁ ଯେ ସର୍ବଦା ରହିଯାଏ ଭକ୍ତ ପାଖେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract