STORYMIRROR

Reeta aparajeeta Mohanty

Abstract Others

3  

Reeta aparajeeta Mohanty

Abstract Others

ଆମେ ଯେବେ ଛୋଟ ଥିଲୁ

ଆମେ ଯେବେ ଛୋଟ ଥିଲୁ

1 min
414

ଆମେ ଯେବେ ଛୋଟ ଥିଲୁ

ଜୀବନ ଗୋଟିଏ ଫୁଲର ମହକ ପରି ବାସ୍ନା ଥିଲା

ପ୍ରଥମ ପ୍ରଥମ ପାଠ ପଢା ସ୍କୁଲ ଯିବା

ଆଖିରେ ଲୁହ ଆଣୁଥିଲା

ପରେ ଅଭ୍ୟାସ ହେଇଗଲା

ସେ ସମୟରେ ପାଠ ଭିଡ କମ ମଜା ବେଶୀ ଥିଲା

ଜୀବନ ଗୋଟିଏ ରଙ୍ଗଭରା ପ୍ରଜାପତି ପରି ଥିଲା

କିଏ ଭୁଲିପାରିଥିବ ସେଇ ଛୋଟ ବେଳର ଦିନ ଗୁଡା

ମଣିଷ ଯେତେ ବଡ଼ ହୁଏ ସେତେ ରୁକ୍ଷ ହେଇଯାଏ

ସମୟ ସହ

ସେଇ ଚିନି ଖାଇବା ସ୍କୁଲ ଗୀତ ପରି

ଜନି ଜନି ପରି

ଖେଳରେ ଖେଳରେ ଶିଖଉଥିଲେ ସବୁକିଛି

ସେଇ ଏଲ କେଜି ୟୁ କେଜିର ସମୟ ଫେରି ଆସନ୍ତା କି

ଜୀବନଟା ଭାରି ଭଲ ଲାଗନ୍ତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract