STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଆଖି 

ଆଖି 

1 min
51


ଆଖିରେ ସତ ନଥାଏ ମିଛ 
ବୁଝିବାଟା ଭାରି କଷ୍ଟ 
ଯିଏ ପଢିପାରେ ମନ କରି ସମାଧାନ 
ତାକୁ ମିଳିଯାଏ ବାଟ 
ଆଖି କହେ କଥା ଆଖି ନୀରବତା 
ଆଖି ବି ଅଟେ ଦୁଷ୍ଟ 
କଥା ବୁଝିଗଲେ ନୀରବତା ପଢି ପାରିଲେ 
ରହେନା କିଛି ଅସ୍ପଷ୍ଟ 
ଏମିତିରେ ଆଖି ବୁଜିଦେଇ କେହି 
ଦେଖିପାରେ କି ଜହ୍ନ ସ୍ପଷ୍ଟ 
ମନ ନାହିଁ ଯାର ସେ କି ବୁଝିବ ଆଖି 
ଭାଷା ନିରୁଦ୍ଦିଷ୍ଟ 
ଆଖିକୁ ପଢିବା ଭାରି ଅସହଜ 
ଆଖିଭାଷା ଭାରି କଷ୍ଟ 
ଆଖି ଆଖି ଆଖି, ଆଖିରେ ଅଛି ବାଟ 
ଆଖି ମୁଜିଦେଲେ ବନ୍ଦ ରାସ୍ତା ଘାଟ 
ସରିଯିବ ସବୁ ଥାଟ 
ହେବ ନାହିଁ ଭେଟଘାଟ 
ଆଖି ହିଁ ସବୁରି ଛିଟ ଓ ଛାଟ 
ଛୋଟ ଛୋଟ ଦୁଇ ଆଖି କରେ କେତେ ନାଟ


Rate this content
Log in

Similar oriya poem from Action