ଆହେ ଚକା ଆଖି
ଆହେ ଚକା ଆଖି


ଦେଖିଦେଲେ ତୋତେ
ଖୁସି ଲାଗେ ମୋତେ
ପୁଲକିତ ହୁଏ ମନ
ଆହେ ଚକା ଆଖି
ମନ ଯାଏ ଲାଖି
ଦେଖି ତୋ କଳା ବଦନ ॥
ପୁରେ ନାହିଁ ଆଖି
ଚାହିଁଲେ
pacing: 0px; -webkit-text-stroke-width: 0px; background-color: rgb(255, 255, 255); text-decoration-style: initial; text-decoration-color: initial; display: inline !important; float: none;">ନିରେଖି
କେମିତି କହିବି ଧନ
ସଦା ଶୁଣୁ ଥାଉ
ଡାକିଲେ ହୃଦୟୁ
ଭକତ ପାଇଁ ତୋ କାନ ॥
ଦାରୁର ଦେବତା
ଦାରୁ ଦିଅଁ ତୁମେ
ଭକତ ପରାଣ ଧନ
ଘନ ଅନ୍ଧକାରେ
ଆଶାର କିରଣ
ତୁହି ମୋ ପୁନେଇଁ ଜହ୍ନ ॥