STORYMIRROR

Gitanjali Pujapanda

Abstract Classics

3  

Gitanjali Pujapanda

Abstract Classics

ଆ... କା..ମା..ଵୈ

ଆ... କା..ମା..ଵୈ

1 min
221

ଆ.... କା...ମା....ବୈ

ପାନ ଗୁଆ ଥୋଇ....

ଜନମ ଯାକ କର୍ମ ମୋର 

ଐତିହ ତୋର ....ଗାରିମା ମୋର.…।

ସୁନେଲି କିରଣର ଆଭା

ବଢ଼େଇ ଦିଏ ନଦୀର ଶୋଭା।

ଯା ଭାସି ଯା ମୋ ଜୀବନ ଡଙ୍ଗା

ଚାଲିଯା ତୁ ବହୁ ଦୂରଦିଗନ୍ତ ।

ଯେଉଁ ଠି ହସୁ ଥିବେ ସୁନେଲି ରବି

ଖୁଶି ରେ ଭାରିଦେ ଜୀବନର ପ୍ରତିଛବି।

ନ ଥିବ କିଛି ଦୁଃଖର ଅଂଶ

ଥିବ ସବୁଠାରେ ଖୁଶି ଅଶେଷ ।

ଏହି ପ୍ରାର୍ଥନା ମୋ କର ସ୍ୱକାର

ଆହେ ଭାସ୍କର ହାତ ଯୋଡ଼ି କରେ ନମସ୍କାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract