STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ସଲାମ ରିକାଗୁଡି

ସଲାମ ରିକାଗୁଡି

1 min
131

ଛତିଶି ବର୍ଷର ମହିଳା ସାଂସଦ

ନାମ ତାଙ୍କ ରିକା ଗୁଡି

ହାତରେ ଅସ୍ତ୍ର ମନରେ ବଳ

ଯୁଦ୍ଧ କରିବେ ମାତୃଭୂମି ପାଇଁ

ଋଷ ଆଗରେ ମଥାନତ କରି 

ଦାସତ୍ୱ ସ୍ୱକାର କରିବେ ନାହିଁ।


ନୂଆ ଦୃଷ୍ଟି କୋଣ ହୃଦୟେ ତାଙ୍କର

ମନରେ ଅଦମ୍ୟ ସାହସ

ମହିଳାଙ୍କୁ ସିଏ ଦିଅନ୍ତି ଆହ୍ୱାନ

ନିଜ ଦେଶ ପାଇଁ ଯୁଦ୍ଧକୁ ଓହ୍ଲାଇ

ରଚିଯାଅ ଇତିହାସ ।


ଭୀରୁତା ନୁହଁଇ ବଞ୍ଚିବାର ମାନେ

ଯୁଦ୍ଧ କରି ଆମେ ମରିବା

ଅନ୍ୟ ଦଶକୁ ଅକ୍ତିଆର କରିବା

ଲକ୍ଷ ନୂହେଁ ଆମ

ଆମ ଆମ ମାତୃଭୂମି ପାଇଁ ଲଢିବା।


ଆସରେ ଆସରେ ୟୁକ୍ରେନ ମହିଳା

ହାତରେ ଧର ଅସ୍ତ୍ର

ଗୋଟିଏ ଅସ୍ତ୍ରରେ କୋଟିଏ ମହକ

ଶତ୍ରୁଙ୍କୁ କରୁ ପରାସ୍ତ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract