ନୀଳଅମ୍ବର
ନୀଳଅମ୍ବର
ବଞ୍ଚିବା ହସିବାର ସବୁଜ କଳା ଶିଖାଏ
ଏ ନୀଳଅମ୍ବର ମନେ ଫୁଲ ଫୁଟାଏ
ପ୍ରକୃତିର ରଙ୍ଗେ ଅବନୀ ହୋଇ ସଜାଇ
ବିଷାଦର କଳାରଙ୍ଗ ମନୁ ଦିଏ ହଟାଇ,
ସୁଖଦୁଃଖ ମେଘ ଜୀବନ ଆକାଶେ ଆସଇ
ଓଠରୁ ହସ ଓ ନୟନୁ ବାରି ହୋଇ ଝରଇ,
ସବୁଜ ବୃକ୍ଷ ପରଶେ ସ୍ୱପ୍ନ ଅନେକ ଆସେ
ନିରାଶ ଭିତରେ ବି ଆଶା ପୁଷ୍ପ ବରଷେ ।
