Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Koushik Lenka

Classics Others

4  

Koushik Lenka

Classics Others

ଅ, ଆ, ଇ

ଅ, ଆ, ଇ

1 min
379


ଅ, ଆ, ଇ

କିଏ ଦବ ମୋତେ ପଢ଼େଇ।।


ଉ, ଊ , ଋ

ଖେଳିବାକୁ ଯିବା ପାଠ ସରୁ।।


ଏ, ଐ, ଓ

ଶକ୍ତି ମିଳିବ ଖାଇଲେ ସେଓ।।


ଔ , କ, ଖ

ମିଛ ଓଗାଳି ସତ କୁ ଚାଖ।।


ଗ, ଘ, ଙ

କ‌ଅଁଳ ଶିଶୁ କାନ୍ଦୁଛି କଁ କଁ।।


ଚ, ଛ, ଜ

ପାଠ ମନେ ରଖିଲେ ଭାରି ସହଜ।।


ଝ, ଞ, ଟ

ହାତୀ ଭୟରେ ବନ୍ଦ କର କବାଟ।।


ଠ, ଡ, ଢ

ବାଣ ଫୁଟୁଛି ଢୋ ଢୋ।।


ଣ, ତ, ଥ

ଭଲ କାମ କର! ନେଇ ଶପଥ।।


ଦ, ଧ, ନ

ଦୂରେଇବା ବିଡ଼ି, ଗୁଟଖା ପାନ।।


ପ, ଫ, ବ

ଇଛା ଓ ସାହସ ଥିଲେ ସବୁ ସମ୍ଭବ।।


ଭ, ମ, ଯ

ନିଇତି କରିବା ବ୍ୟାୟାମ ଆଉ ଯୋଗ।।


ର, ଳ, ୱ

ଅଭ୍ୟାସ ବଳେ ହୋଇବା ପକ୍ୱ।।


ଶ, ଷ, ସ

ମୁହଁ ରେ ରଖ ସବୁବେଳେ ହସ।।


ହ, କ୍ଷ, ୟ

କେବେ କରିବାନି ଜଙ୍ଗଲ କ୍ଷୟ।।


ଲ , ଂ, ଃ, ଁ

ଦୂର ଆକାଶ ରେ ଖିଲି ଖିଲି ହସେ ଇନ୍ଦୁ।।


Rate this content
Log in

Similar oriya poem from Classics