STORYMIRROR

Bijay Dani

Classics

4  

Bijay Dani

Classics

ମୋ ଗୁରୁଦେବ

ମୋ ଗୁରୁଦେବ

1 min
229


ପ୍ରଥମେ ବନ୍ଦନା କରେ ମାତା ପିତାଙ୍କୁ

ଦ୍ଵିତୀୟେ ବନ୍ଦନା କରେ ଗୁରୁ କୃପାଳୁଙ୍କୁ

ତୃତିୟେ ବନ୍ଦନା କରେ ଗୁରୁ ସମରଙ୍କୁ

ଚତୁର୍ଥ ରେ ମୋର ବିଶ୍ଵ ବିଦ୍ୟାଳୟ ଗୁରୁଙ୍କୁ

ଅଶୋକ କୁମୁଦ କୃଷ୍ଣ ପ୍ରଭାତୀ ଯେ ସଚିଙ୍କୁ

ପଞ୍ଚମରେ ବନ୍ଦଇ ମହା ବିଦ୍ୟାଳୟ ଗୁରୁଙ୍କୁ

ପ୍ରମୋଦ ରୁପେନ୍ଦ୍ର ସରୋଜ ଦୁଃଖିଶ୍ୟାମ

ବାବୁ ମା ସଙ୍ଗେ ବାରେ କର ମାନ ଭଞ୍ଜନ

ଷଷ୍ଠରେ ବନ୍ଦଲି ଉଚ୍ଚବିଦ୍ୟାଳୟ ଗୁରୁଙ୍କୁ

ତରଣୀ ସୁଶାନ୍ତ ସରୋଜ ରତନ

ଚନ୍ଦ୍ରମଣି ଅଜିତ ପବିତ୍ର ମୋହନ

ସପ୍ତମେ ବନ୍ଦିଲି ଉଚ୍ଚ ପ୍ରାଥମିକ ଗୁରୁଙ୍କୁ

ସୀତାକାନ୍ତ ଚିନ୍ତାମଣି ସ୍ଵୟଂ କୃଷ୍ଣ ଚନ୍ଦ୍ର

ଦେବତା ଗୁରୁ ମୋ ସେ ବେଳ ମାହେନ୍ଦ୍ର

ଅଷ୍ଟମରେ ନମଇ ମୋ ପ୍ରାଥମିକ ଗୁରୁଙ୍କୁ

ଅବନୀ ମୋହନ ଗୁଲାମ ମହାର ଗୁରୁ

ପଦ୍ମିନୀ ତରୁ ଯେ ପୁଣି ମା ଯେ ଚାରୁ

ନବମେ ମୋ ଦୀକ୍ଷା ଗୁରୁ ରବୀନ୍ଦ୍ର ଅକ୍ଷୟ

ଦଶମରେ ନମଇ ଜଗତର ଗୁରୁ ସର୍ବ

ହୋଇ ଉଠୁ ମୋ ଜୀବନ ଗୁରୁ ମୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics