STORYMIRROR

Bijaya Kumar Swain

Classics

4  

Bijaya Kumar Swain

Classics

ସକାଳ ନିବେଦନ

ସକାଳ ନିବେଦନ

1 min
224


 ସାଇ ତୁମ ନାମେ ସକାଳ ଆରମ୍ଭ

   ଦିନ ଯାଉ ତୁମ ନାମ ଗାଇ

 ଅଭୟ ଦାୟକ ଶାନ୍ତି ପ୍ରଦାୟକ

    ସାଇ ତୁମେ ଭାବଗ୍ରାହୀ

ତୁମରି ନାମ କୁ ଗାଇ ଗାଇ ପ୍ରଭୁ

  ଜୀବନ ତରୀ ମୋ ନିଏ ବାହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics