STORYMIRROR

Amit Bal

Abstract Action Fantasy

3  

Amit Bal

Abstract Action Fantasy

(୧୪)*ଅନ ଲାଇନ* ସ୍ମୃତି୨୦୨୦

(୧୪)*ଅନ ଲାଇନ* ସ୍ମୃତି୨୦୨୦

1 min
160

ସବୁ କିଛି ଏଠି ଅନ୍ ଲାଇନ୍ ଥିଲା

               ଚଳିତ ବର୍ଷ ରେ ଜାଣ

କରୋନା ଠାରୁ କୁଣିଆ ପର୍ଯ୍ୟନ୍ତ

             ଯେତେ ସବୁ ଦେଣ ନେଣ ,


ପାଠ ପଢା ହେଲା ଅନ୍ୟ ଲାଇନ୍ ରେ

            ପରୀକ୍ଷା ବି ହେଲା କେତେ

ଜଣା ନଥିଲା ଯାହା କିଛି ଆଗରୁ

               ଜାଣିଲା ମଣିଷ ‌‌‌‌‌‌‌‌ସତେ,


ଅନ୍ ଲାଇନ୍ କ୍ଲାସ ପିଲା ପାଈଁ ଫାର୍ସ

               ହାତେ ମୋବାଇଲ ଧରି

ପାଠ ଠାରୁ ବେଶୀ ଶାଠ ସେ ପଢିଲେ

               ଡାଟା କରି କରି ଚୋରି,


ଅଫିସ କାମବି ବିଳମ୍ବରେ ହେଲା

               ଅନ୍ ଲାଇନ୍ ଗପ କହି

ବଜାର ମାର୍କେଟ ଧିମା ପଡ଼ିଗଲା

              କହିଲେ ନେଟ ପା ନାହିଁ ,


ଅନ୍ ଲାଇନ୍ ଖେଳ ଖୁବ୍ ଜମୁଛି

             ବାଟେ ଘାଟେ ଏବେ ଭାଇ

କରୋନା ରୋଗଟା ଶିଖାଇ ଦେଲାହୋ

                 କିଛି କଷ୍ଟ କର ନାହିଁ   ।

             

             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract