Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାବର ସମ୍ପର୍କ
ଭାବର ସମ୍ପର୍କ
★★★★★

© Chittaranjan Lenka

Abstract Others

1 Minutes   6.9K    5


Content Ranking

ଧୋକା ଦେଇପାରେ ରକତ ସମ୍ପର୍କ

ଭାବର ସମ୍ପର୍କ ନୁହେଁ

ଭଲ ଭାବେ ଦେଖ ତୁମ ସମ୍ପର୍କରେ

କେତେ ଭାବ ଭରିଥାଏ ?

ମନେରଖିଥିବ ସ୍ଵାର୍ଥ ଯଦି ଥାଏ

ଭାବ ତିଷ୍ଠି ପାରେନାହିଁ

ଭାବ ନ ତିଷ୍ଠିଲେ ସମ୍ପର୍କ କି କେବେ

ତିଷ୍ଠିବ ଭଉଣୀ ଭାଇ ?

ଚିତ୍ତରଞ୍ଜନ ଲେଙ୍କା,କଟକ

ରକତ ସମ୍ପର୍କ ଭାବ

Rate the content


Originality
Flow
Language
Cover design

Comments

Post


Some text some message..