Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

4.6  

ପ୍ରଶାନ୍ତ କୁମାର ବେହେରା

Romance

ଅଳ୍ପରେ ପ୍ରିୟା ଓ ଜହ୍ନ

ଅଳ୍ପରେ ପ୍ରିୟା ଓ ଜହ୍ନ

1 min
6.1K



ମୋ....

ପ୍ରିୟାର

ସୌନ୍ଦର୍ଯ୍ୟର ଆଗେ

ଜହ୍ନ ବି ଖୁବ୍

ଫିକା ଫିକା ଲାଗେ ।


ଲାଜରେ ସେ ଜଳିଯାଇ

ମୁହଁ ଲୁଚାଇବାକୁ

ଖୋଲା ଆକାଶରେ

କଳା ବାଦଲ୍ ଖୋଜେ ।


ସେଇ ବାଦଲ୍ ଭିତରୁ

ଅଳ୍ପ ଅଳ୍ପ ମୁହଁ କାଢି

ଲୁଚି ଲୁଚି ଦେଖେ ।


ଈର୍ଷାରେ ଜଳି ଜଳି ଭାବେ

ନାରୀମାନେ ଯଦି ଏ ସୃଷ୍ଟିର

ସ୍ୱତନ୍ତ୍ର ସମ୍ଭାର ହୁଅନ୍ତି

ଏ ନାରୀଟି ନିଶ୍ଚୟ

ସେମାନଙ୍କ ମଧ୍ଯରୁ

ଖୁବ୍ ଆକର୍ଷଣୀୟ

ମନୋମୁଗ୍ଧକର ସୁନ୍ଦର

ସୁ କୋମଳ ରୂପ ପାଚୁର୍ଯ୍ୟରେ

ଭରା କମନୀୟ ଚେହେରାର

ମୂର୍ତ୍ତିମତି ପ୍ରବୃତି ।


******************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Romance