ତୁମେ
ତୁମେ
ମୁଁ ଯେବେଯେବେ ଅଧିର ହୁଏ
ଅଧିନ କରିଛ ଆସି
ଗୋଲାପ ପାଖୁଡା ଅଧରରୁ ତୁମେ
କେତେ ଖୁସି ଯାଅ ଲେସି ।
ତୁମେ ବହୁଦୂରେ ଥାଅ ଆନନ୍ଦରେ
ଆପଣାର କୁହେ ହସି
ହୃଦ ଅନ୍ଧାରକୁ ପୋଛ ଆଲୋକରେ
ମୋ ହୃଦୟରେ ହୁଅ ଶଶୀ ।
ମୁଁ ଯେବେଯେବେ ଅଧିର ହୁଏ
ଅଧିନ କରିଛ ଆସି
ଗୋଲାପ ପାଖୁଡା ଅଧରରୁ ତୁମେ
କେତେ ଖୁସି ଯାଅ ଲେସି ।
ତୁମେ ବହୁଦୂରେ ଥାଅ ଆନନ୍ଦରେ
ଆପଣାର କୁହେ ହସି
ହୃଦ ଅନ୍ଧାରକୁ ପୋଛ ଆଲୋକରେ
ମୋ ହୃଦୟରେ ହୁଅ ଶଶୀ ।