STORYMIRROR

Asish Behera

Children

3  

Asish Behera

Children

ମା କୁଷ୍ମାଣ୍ଡା

ମା କୁଷ୍ମାଣ୍ଡା

1 min
121

ଜୟ ଜୟ ମା କୁଷ୍ମାଣ୍ଡା

ଅଷ୍ଟଭୁଜାଧାରୀ

ତୁମ ହସୁ ସୃଷ୍ଟି କଲ

ବ୍ରହ୍ମାଣ୍ଡକୁ ମାୟୀ 


ଚତୁର୍ଥେ ପୂଜା ପାଅ ମାଆ

ତୁ କୁଷ୍ମାଣ୍ଡା ନାମେ

ପ୍ରଣାମ କରୁଛି ମାଆଗୋ

ହୃଦୟର ଗ୍ରାମେ II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children