Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବଶୋଷ
ଅବଶୋଷ
★★★★★

© Pramila Sahoo

Abstract

1 Minutes   6.7K    5


Content Ranking

ଲୁହରେ ଗଢ଼ା ଯାହା ଜୀବନ

ସୁଖ ଦେଖିବା ସାତ ସପନ

ତା ପାଇଁ ଦିନ,ରାତି ସବୁ ତ ସମାନ

ସଭିଙ୍କ ପାଇଁ କାନ୍ଦେ ହୃଦୟ ଆଜି

ହେଲେ ସଭିଏଁ ଖୁସିରେ ଦିଅନ୍ତି ଲୁହ ନିତି

ଦୁଃଖ ସହି ହୃଦୟ ହୋଇଗଲାଣି ପଥର ପରି

ଏମିତି ପଥ ଯିବି ମୁଁ ଦିନେ

ଯେଉଁଠି କିଏ ଫେରେ ନାହିଁ କେବେ......

ଲୁହ ହୃଦୟ ପଥ

Rate the content


Originality
Flow
Language
Cover design

Comments

Post


Some text some message..