Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Abstract Others

5.0  

Bauribandhu Lenka

Inspirational Abstract Others

ପ୍ରଥମ ପାହାଚ

ପ୍ରଥମ ପାହାଚ

1 min
7.0K


(1)

ସେ ଦିନ ସେ ଗୋଲେଇ ଛକଟା 

ପାର ହୋଇଗଲା ପରେ,

ହାତଠାରି ଅଟକାଇ ଦେଲ ମୋତେ ତୁମେ I

ଜଣେ ମହିଳା ସହକର୍ମୀଙ୍କୁ ଦେଖି,

ଅଟକି ମୁଁ ଯାଅଥିଲି ନିସଂକୋଚରେ,

ଆଉ ମୁଁ କିଛି କହିବା ପୂର୍ବରୁ,

ତୁମେ ବସି ସାରିଥିଲ -

ମୋ ବାଇକ୍ ର ପଛ ସିଟ୍ ରେ II

(2)

ଅଳ୍ପ କେତୋଟି ବର୍ଷ ପରେ -

ଆମେ ଦୁହେଁ ସାଥୀ ହୋଇ ଯାଇଥିଲେ

ଏ ସାରା ଜୀବନ ପାଇଁ,

ଆଉ ସେଦିନର ଘଟଣାଟି ଥିଲା -

ଆମ ପ୍ରେମର ପ୍ରଥମ ପାହାଚ ବୋଲି

କହିଥିଲ ତୁମେ ବିନା ସଂକୋଚରେ

ଆମ ବାସରେ ରାତିରେ II


Rate this content
Log in

Similar oriya poem from Inspirational