Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରଥମ ପାହାଚ
ପ୍ରଥମ ପାହାଚ
★★★★★

© Bauribandhu Lenka

Inspirational Abstract Others

1 Minutes   7.0K    6


Content Ranking

(1)

ସେ ଦିନ ସେ ଗୋଲେଇ ଛକଟା 

ପାର ହୋଇଗଲା ପରେ,

ହାତଠାରି ଅଟକାଇ ଦେଲ ମୋତେ ତୁମେ I

ଜଣେ ମହିଳା ସହକର୍ମୀଙ୍କୁ ଦେଖି,

ଅଟକି ମୁଁ ଯାଅଥିଲି ନିସଂକୋଚରେ,

ଆଉ ମୁଁ କିଛି କହିବା ପୂର୍ବରୁ,

ତୁମେ ବସି ସାରିଥିଲ -

ମୋ ବାଇକ୍ ର ପଛ ସିଟ୍ ରେ II

(2)

ଅଳ୍ପ କେତୋଟି ବର୍ଷ ପରେ -

ଆମେ ଦୁହେଁ ସାଥୀ ହୋଇ ଯାଇଥିଲେ

ଏ ସାରା ଜୀବନ ପାଇଁ,

ଆଉ ସେଦିନର ଘଟଣାଟି ଥିଲା -

ଆମ ପ୍ରେମର ପ୍ରଥମ ପାହାଚ ବୋଲି

କହିଥିଲ ତୁମେ ବିନା ସଂକୋଚରେ

ଆମ ବାସରେ ରାତିରେ II

ପ୍ରେମ ପ୍ରଥମ ପାହାଚ ସଂକୋଚ

Rate the content


Originality
Flow
Language
Cover design

Comments

Post


Some text some message..