Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ହରିବା ଜିତିବା

ହରିବା ଜିତିବା

1 min
159



ଜୀବନ ଏକ ଅଙ୍କା ବଙ୍କା ପଥ

    ଜିତିବା ଠୁ ହାରିବା ଅଧିକ ଏଠି

କିଏ କେବେ ଜିତି ପୁଣି ହାରିବ

    କର୍ମ ର ହିସାବ ହେବ ଏଇଠି ll

ଜୀବନରେ କିଏ ଖୁସି ଦେଇ ଯିବ

     ସେଇ ଖୁସି କିଏ ଛଡାଇ କନ୍ଦାଇବ

କିଏ ଆମକୁ ହସାଇ ଦେବ 

      କିଏ ପୁଣି କନ୍ଦାଇ କନ୍ଦାଇ ମାରିବ

କେବେ ସଫଳତା ଆସି ଛୁଇଁ ଯିବ ll

       କିଏ ପୁଣି ଜିତୁ ଜିତୁ ହରି ସବୁ ହରାଇବ

ଟଙ୍କା ପାଇଁ କିଏ ପରିଶ୍ରମ କରୁଛି

        ପୁଣି ସେଇ ଟଙ୍କା କେବେ ଶ୍ରୀ ହୀନ କରୁଛି

କେଉଁ ଦିନ ସବୁ କିଛି ମିଳୁଛି ll

         ପୁଣି କେବେ ଚତୁରଦିଗ ରୁ ଅନ୍ଧାର ଆସୁଛି

ଜୀବନ ଟା ସତରେ ଭାରି କଷ୍ଟ ଦାୟକ 

       ଯେତେ ସହିଲେ ବି ଦୁଃଖ 

ଆସିବ ଜୀବନ ଯାକ ll




Rate this content
Log in

Similar oriya poem from Inspirational