Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ଗୁରୁବର

ଗୁରୁବର

1 min
175


ମାଟି ସିଲଟରେ ଲେଖିଲେ ଗୁରୁଜୀ

    ବ୍ରହ୍ମା ଵିଷ୍ଣୁ ମହେଶ୍ୱର

ଘୋଷିଲେ ଅନ୍ତରେ ତିନି ଶୂନ ରାଜି

    ଧନ୍ୟ ଆମ ଗୁରୁବର।


ଆଦ୍ୟ ଗୁରୁ ମାତା ପିତା ଅଟନ୍ତି ଯେ

    ଦେଖିଲେ ନୂଆ କିରଣ

ଧନ୍ୟ ହେଲା ଯହୁଁ ମଣିଷ ଜନମ

    ପ୍ରଣାମ ଘେନ ଆତ୍ମନ।


ଗୁରୁଙ୍କ ପାଦରେ ରହିଥାଉ ଲୟ

   ସଂସାର ପାରି ହୋଇବା

ଜୀବନ ହୋଇବ ଧନ୍ୟ ନିଶ୍ଚେ ଦିନେ

  ଏକଥା ଭୁଲି ନଯିବା।


ଗୁରୁ ହିଁ ସାକ୍ଷାତ ଈଶ୍ୱର ଭାବନା

  ରହିଥାଉ ସର୍ବ ହୃଦେ

ନ ମଣିବ ନର, ସାକ୍ଷାତ ଈଶ୍ୱର

   ଚିନ୍ତ ସର୍ବେ ଧର୍ମ ପଦେ।



Rate this content
Log in

Similar oriya poem from Inspirational