Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ଭାବନା

ଭାବନା

1 min
202


ବଦଳିଛି ସମୟ ବଦଳିଛି ପରିସ୍ଥିତି

ବଦଳି ଯାଇଛି ସବୁ କିଛି

ବଦଳିଛି ରାହା ବଦଳିଛି ସାହା

ଅତୀତ ଏବେ ବର୍ତମାନ ପାଇଁ ମୃତ

ବର୍ତମାନ, ଏବେ ଜଡ ନିଶ୍ଚଳ

ତେବେ, ଭବିଷ୍ୟତ ର ଆଉ କିବା ଆଶା?

ଏଇ କ'ଣ ଥିଲା

ସମୟର ଆହ୍ୱାନ?

ବଦଳି ଯିବା ପାଇଁ କ'ଣ?

ଏହା ଥିଲା, ସମୟର ଡାକରା?

ଭାବନା ତ ଅତୀତ କୁ ନେଇ

ବର୍ତମାନ ର ସାଥିରେ

ଭବିଷ୍ୟତ ର ସ୍ବପ୍ନ ରେ 

ଗଢିବାକୁ ଆଶା ର ସୌଧ ଟିଏ 

ନା ଆଶାବାଦୀ ହେବାକୁ ପଡିବ

ବଦଳି ଯାଉ ସବୁ କିଛି

ନମିଳୁ ରାହା  କେହି ନହୁଅନ୍ତୁ ସାହା

କିନ୍ତୁ, ମୋ ଭାବନାରେ ମୁଁ ବଞ୍ଚିବି 

ଅତୀତ ବର୍ତମାନ ସାଥିରେ

ଭବିଷ୍ୟତ ର ଭାବନାରେ ।



Rate this content
Log in

Similar oriya poem from Inspirational