Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Panda

Inspirational

3  

Priyanka Panda

Inspirational

ପରମ ପୂଜ୍ୟ ଗୁରୁଦେବ ମୋର

ପରମ ପୂଜ୍ୟ ଗୁରୁଦେବ ମୋର

1 min
151


ଉତ୍ତମ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି ହୁଏ

ଦୃଢ଼ ଇଚ୍ଛା ଶକ୍ତି ଆବଶ୍ୟକ ନୀତି

ଅଧା ବାଟେ ରହି ଭାଙ୍ଗିପଡିବାଟା

ବୋକାମିର ପରିଚୟ ସାଜିଥାଏ


ଶିକ୍ଷାର ପ୍ରାଣ ଶିଖିବାକୁ ଅଛି ବାକି

ଯେତେ ଶିଖୁଥିଲେ ମନ ପୁରେ ନାହିଁ

ଝୁରି ହୁଏ ଦିନ ରାତି

କେବେ ଆସିବ ଆସନ୍ତା କାଲି


ଶିକ୍ଷାର ମାର୍ଗ ଶ୍ରଦ୍ଧାରେ ଆଶ୍ରିତ

ଶ୍ରଦ୍ଧା ଶିଖେଇଲେ ଗୁରୁ ମୋହର

ବିଦ୍ୟା ଗ୍ରହଣରେ ମନ ଲାଖି ଯାଏ

ପଲକ ପଡେନା ଶିକ୍ଷାରେ ତାଙ୍କର


ଶ୍ରଦ୍ଧାରେ ସବୁ ଡର ଗଲି ଭୁଲି

ଭୁଲ୍ କରିଲେବି ମୁଣ୍ଡ ଟେକୁଅଛି

ହେ ପରମ ପୂଜ୍ୟ ଗୁରୁ ଦେବ ମୋର

ଭୁଲ୍ କରିଥିଲେ

କ୍ଷମା ଦେବ ଯଦି ହେବ ମୋର ଉପହାର 


ବିଦ୍ୟା ଗ୍ରହଣରେ ଶ୍ରଦ୍ଧା ଦେଉଥିଲେ

ଅଚିରେ ଡର ପଶୋରିଜୀବ

ଥିବ ଯଦି ଘୃଣା ବାଟ ହେବି ବଣା

ଦୁଃଖ ରହିଯିବ ଅବଶୋଷ

ବିଦ୍ୟା ଯଦି ନାହିଁ ଦୁଃଖରେ ରହିବୁ

ପ୍ରାଣ ଥାଉ ଥାଉ ମରୀଚିକା 

ସାଜି ପ୍ରାଣ ନାଶ ଯିବ



Rate this content
Log in

Similar oriya poem from Inspirational