I'm Bauribandhu and I love to read StoryMirror contents.
ଧବଳ କାଶ ବାସ ପିନ୍ଧି ଶରତ ମାସ ମରତ ଭୂମେ ଉପଗତ ନିର୍ମଳ ଦିଶେ ନଭ ଧବଳ କାଶ ବାସ ପିନ୍ଧି ଶରତ ମାସ ମରତ ଭୂମେ ଉପଗତ ନିର୍ମଳ ଦିଶେ ନଭ
ସମୟ ଚକ୍ରରେ ବଦଳୁଛି ଆଜି ବିଶ୍ୱ
କା ପାଖେ ଅମାପ ଧନ ଆଉ କିଏ ନିଶ୍ୱ ||
ଦେଶ ଦେଶ ମଧ୍ୟେ ନାହିଁ ଆଜି ସଦ... ସମୟ ଚକ୍ରରେ ବଦଳୁଛି ଆଜି ବିଶ୍ୱ
କା ପାଖେ ଅମାପ ଧନ ଆଉ କିଏ ନିଶ୍ୱ ||
ଦେଶ ଦେ...
ରାଜ୍ୟ ମାନଙ୍କରେ ସରିଗଲା ନିର୍ବାଚନ ଦେଶର ସଂକଟ ମୁଣ୍ଡରେ ପଶିଲା ଏବେ କରୁଅଛ ନିବେଦନ || ରାଜ୍ୟ ମାନଙ୍କରେ ସରିଗଲା ନିର୍ବାଚନ ଦେଶର ସଂକଟ ମୁଣ୍ଡରେ ପଶିଲା ଏବେ କରୁଅଛ ନିବେଦନ ||
ସମୟ ଚକ୍ରରେ ବଦଳୁଛି ଆଜି ବିଶ୍ୱ କା ପାଖେ ଅମାପ ଧନ ଆଉ କିଏ ନିଶ୍ୱ || ଦେଶ ଦେଶ ମଧ୍ୟେ ନାହିଁ ଆଜି ସଦଭାବ ସମୟ ଚକ୍ରରେ ବଦଳୁଛି ଆଜି ବିଶ୍ୱ କା ପାଖେ ଅମାପ ଧନ ଆଉ କିଏ ନିଶ୍ୱ || ଦେଶ ଦେଶ ମଧ୍ୟେ ନାହିଁ...
ପୁଞ୍ଜିଭୂତ ବେଦନାରେ
ମନ ମୋର ଭାରାକ୍ରାନ୍ତ ।
ସକାଳ ଗଲାଣି ଗଡି
ହୋଇଲାଣି ସଞ୍ଜ ପୁଞ୍ଜିଭୂତ ବେଦନାରେ
ମନ ମୋର ଭାରାକ୍ରାନ୍ତ ।
ସକାଳ ଗଲାଣି ଗଡି
ହୋଇଲାଣି ସଞ୍ଜ
ନାହିଁ ଆଉ ନିରବତା ରାତ୍ରିର ସେ ନିର୍ଜନ ପ୍ରହରେ ଉଲ୍କା ସମ କ୍ଷେପଣାସ୍ତ୍ରମାନେ ବିଚ୍ଛୁରିତ ସାରା ଆକାଶରେ ॥ ନାହିଁ ଆଉ ନିରବତା ରାତ୍ରିର ସେ ନିର୍ଜନ ପ୍ରହରେ ଉଲ୍କା ସମ କ୍ଷେପଣାସ୍ତ୍ରମାନେ ବିଚ୍ଛୁରିତ ସା...
ଆତ୍ମଘାତୀ ଆତଙ୍କବାଦୀ ============== ହଠାତ୍ ଥରି ଉଠିଲା ଭୟଙ୍କର ଶବ୍ଦରେ ସଂଧ୍ୟା ସମୟର ଜନଗହଳି ଥିବା ଆତ୍ମଘାତୀ ଆତଙ୍କବାଦୀ ============== ହଠାତ୍ ଥରି ଉଠିଲା ଭୟଙ୍କର ଶବ୍ଦରେ ସଂଧ୍ୟା ସମୟର ଜନଗହ...
ବସନ୍ତର ପୁଷ୍ପ ସମ୍ଭାର ହୋଇ ମା ଆସ ଏ ଶରତ ଲଗ୍ନେ ଫଗୁଣର ରଙ୍ଗ ଭରିଦିଅ ମାତେ ସମସ୍ତଙ୍କ ତନୁମନେ ॥ ବସନ୍ତର ପୁଷ୍ପ ସମ୍ଭାର ହୋଇ ମା ଆସ ଏ ଶରତ ଲଗ୍ନେ ଫଗୁଣର ରଙ୍ଗ ଭରିଦିଅ ମାତେ ସମସ୍...
କେଉଁଠାରେ ଖୁସାମଦୀଆର ଖୁସାମଦ କେଉଁଠି ପଛରେ ଗାଳି ଆଉ ଅପବାଦ ॥ କର୍ମପଥେ ଚାଲୁଥା ତୁ ସତ୍ୟ ଅନୁସରି କେଉଁଠାରେ ଖୁସାମଦୀଆର ଖୁସାମଦ କେଉଁଠି ପଛରେ ଗାଳି ଆଉ ଅପବାଦ ॥ କର୍ମପଥେ ଚାଲୁଥା ତୁ ...
ଯେବେଠୁ କେ ଅଜଣା ଯୁବକ କହିଦେଲା ଆଖି ଦୁଇ ତୁମ କି ସୁନ୍ଦର କେଡେ ମନୋହର ? ଯେବେଠୁ କେ ଅଜଣା ଯୁବକ କହିଦେଲା ଆଖି ଦୁଇ ତୁମ କି ସୁନ୍ଦର କେଡେ ମନୋହର ?