Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟ ରଞ୍ଜନ ପାଲ

Romance

2  

ସୌମ୍ୟ ରଞ୍ଜନ ପାଲ

Romance

ନୟନ ରାଣୀ

ନୟନ ରାଣୀ

1 min
7.2K


ନିଶାରେ ପୂରିଛି

ନୟନ ତୁମର

ନିଶାରେ ସୂରୁଜ ଦିଶେ ,

ନିଦାଘ କାଳର

ନିଶାମୁଖ ବେଳେ

ନଭସ୍ୱାନ ସମ ଭାସେ ।

ନାୟିକା ପରି

ନୃତ୍ୟ ତୁମର

ନନ୍ଦେ ମନ ଉଡେ ,

ନଭ ଚୁମିଯାଏ

ନନ୍ଦନ ପ୍ରାଣ

ନିର୍ଜ୍ଜର ପାଦେ ପଡେ ।

ନିମ୍ନଗା ଚରିତ୍ର

ନେଇ ସାଥିରେ

ନିସ୍ତାର ସଭିଙ୍କୁ ନିଜେ ,

ନିଶାକର ହୃଦେ

ନ୍ୟାସି ରଖିଛି

ନଳିନୀ କାସାରେ ବିଜେ ।


Rate this content
Log in

Similar oriya poem from Romance