Audio

Forum

Read

Contests

Language


Write

Sign in
Wohoo!,
Dear user,
ଝରକା ଖୋଲି ଚାହିଁଲି ଯେବେ
ଝରକା ଖୋଲି ଚାହିଁଲି ଯେବେ
★★★★★

© Pramila Sahoo

Romance Abstract Others

1 Minutes   6.7K    3


Content Ranking

ଝରକା ଖୋଲି ଚାହିଁଲି ଯେବେ

ସବୁ ଲାଗିଲା ନୂଆ ନୂଆ ଆଜି।

ଯେମିତି ଫୁଲ ହସୁଛି

ପ୍ରଜାପତି ନୃତ୍ୟ କରୁଛି

ଆଉ କୋଇଲି ଗୀତ ଗାଉଛି

ଏସବୁ ଯେମିତି ମୋ ପାଇଁ।

ଆକାଶ କୁ ଚାହିଁଲେ ଲାଗୁଛି

ସାତ ରଙ୍ଗର ଇନ୍ଦ୍ରଧନୁ ପଡ଼ିଛି

କେବଳ ଯେମିତି ମୋରି ପାଇଁ .........

ପ୍ରମିଳା ସାହୁ

ପ୍ରେମ ଝରକା ଇନ୍ଦ୍ରଧନୁ

Rate the content


Originality
Flow
Language
Cover design

Comments

Post


Some text some message..