ଝରକା ଖୋଲି ଚାହିଁଲି ଯେବେ
ଝରକା ଖୋଲି ଚାହିଁଲି ଯେବେ
ଝରକା ଖୋଲି ଚାହିଁଲି ଯେବେ
ସବୁ ଲାଗିଲା ନୂଆ ନୂଆ ଆଜି।
ଯେମିତି ଫୁଲ ହସୁଛି
ପ୍ରଜାପତି ନୃତ୍ୟ କରୁଛି
ଆଉ କୋଇଲି ଗୀତ ଗାଉଛି
ଏସବୁ ଯେମିତି ମୋ ପାଇଁ।
ଆକାଶ କୁ ଚାହିଁଲେ ଲାଗୁଛି
ସାତ ରଙ୍ଗର ଇନ୍ଦ୍ରଧନୁ ପଡ଼ିଛି
କେବଳ ଯେମିତି ମୋରି ପାଇଁ .........
ପ୍ରମିଳା ସାହୁ