MANAS KUMAR KAR
Tragedy Classics Inspirational
ଏ ଦୁନିଆକୁ ମୋତେ ଆଣିବା ପାଇଁ!
କେତେ ପୂଜା ପାଠ କରିଲୁ ତୁହି!!
ଦଶ ମାସ ଦଶ ଦିନ ଧରିଲୁ ଗର୍ଭରେ!
ମୋ ପାଇଁ ଯେ କେତେ କଷ୍ଟ ସହିଲୁ ହୃଦୟରେ!!
ମୋ ମୁହଁରେ ଟିକେ ହସ!
ଦେଖିବା ପାଇଁ ତୁହି!!
ଦୁନିଆର ସାରା ଖୁସି!
ମୋ ପାଦତଳେ ଦେଲୁ ଥୋଇ!!
କହିବି ମୁଁ ଅତିଗର୍ବେ!
ମୋ ବୋଉ ପରି କେହି ନାହିଁ!!
ସମୟ ନାହିଁ
ଦୋଳ ପୁର୍ଣିମା
ପ୍ରେମର ପହିଲି ...
ଦୀପାଳି
ମୁଁ ଶିଶୁଙ୍କ ଭ...
ମୋ କବିତା
ସୌନ୍ଦର୍ଯ୍ୟ
ନୀରବତା
ରଜନୀଗନ୍ଧା
ଅତୀତ ର ଯୌବନ
ଆବଶ୍ୟକ ଠାରୁ ଅଧିକ ନିଦାନ ସେହିଠାରେ ଲେଖାଯାଏ ଅଧିକ କେତେଟା ଟଙ୍କା ପାଇଁ ପୁଣି ରୋଗୀ ତଣ୍ଟି ଚିପାଯାଏ ... ଆବଶ୍ୟକ ଠାରୁ ଅଧିକ ନିଦାନ ସେହିଠାରେ ଲେଖାଯାଏ ଅଧିକ କେତେଟା ଟଙ୍କା ପାଇଁ ପୁଣି ...
କଳି କାଳେ ପାପ ହେଲାଣି ପ୍ରବଳ ଘଟୁ ଅଛି ବିପରୀତ, ଆପଣା ମଧ୍ୟରେ ମଣିଷ ରଚୁଛି ନିଇତି ମହାଭାରତ ।। ସ୍ୱାର୍... କଳି କାଳେ ପାପ ହେଲାଣି ପ୍ରବଳ ଘଟୁ ଅଛି ବିପରୀତ, ଆପଣା ମଧ୍ୟରେ ମଣିଷ ରଚୁଛି ନିଇତି ...
କିଛି ଦିନ ପରେ କେହି ଜଣେ କହିଲା - ତାଙ୍କ ମୃତ୍ୟୁ ଖବର ଲୋକାଲ୍ ସମ୍ବାଦ ପତ୍ରରେ ବାହାରିଥିଲା; ଦୁଇ କିଛି ଦିନ ପରେ କେହି ଜଣେ କହିଲା - ତାଙ୍କ ମୃତ୍ୟୁ ଖବର ଲୋକାଲ୍ ସମ୍ବାଦ ପତ୍ରରେ ବାହାରିଥିଲ...
ଡାକ୍ତରାଣୀ ହୋଇ, ରୋଗୀ ସେବା କରି, ହେଉଛି ସବୁରି ପ୍ରିୟ ସୈନିକଟି ହୋଇ ଶତ୍ରୁ ସୈନ୍ୟ ହରେଇ ଆଣୁଛି ଡାକ୍ତରାଣୀ ହୋଇ, ରୋଗୀ ସେବା କରି, ହେଉଛି ସବୁରି ପ୍ରିୟ ସୈନିକଟି ହୋଇ ଶତ୍ରୁ ସୈନ୍ୟ ହ...
ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ ଯାଏ ମୁଁ ହଜି ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ...
ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ ଜୀଵ ଚକ୍ ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ...
ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା କର୍ତ୍ତବ୍ୟ ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା ...
ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି । ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି ।
ରକତକୁ ଚିହ୍ନି ପାରୁନି ମଣିଷ ନିଜ ଲୋକ ସାତ ପର ନାରୀ ବଶା ନର କାମୂକ କିଙ୍କର ଲୋଭ ହିଂସା ଗୁରୁତର । ରକତକୁ ଚିହ୍ନି ପାରୁନି ମଣିଷ ନିଜ ଲୋକ ସାତ ପର ନାରୀ ବଶା ନର କାମୂକ କିଙ୍କର ଲୋଭ ହିଂସା ଗୁ...
ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ନେଇଛି ଭସାଇ ତ ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ...
ଭୀରୁ ପ୍ରେମିକାର ବିଳାପ ଭୀରୁ ପ୍ରେମିକାର ବିଳାପ
ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ଆଜି ଶ୍ରୀହୀନଟି ... ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ...
କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛି ତାର ବଳ ବୟସ ଖସିଲ... କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛ...
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।। ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।।
ଅଧରେ ଫୁଟାଅ ହସ ଅଧରେ ଫୁଟାଅ ହସ
ତୋ ବୋପା, ତୋ ଭାଇ, ତୋ ଗୁରୁଜନ ସବୁବେଳେ ଏଠି ପକାନ୍ତି ମନ ତୁମ କଥା ସବୁ ଭୁଲି ଯାଇଛି କେତେ ସ୍ନେହ ପରା ଏଠି... ତୋ ବୋପା, ତୋ ଭାଇ, ତୋ ଗୁରୁଜନ ସବୁବେଳେ ଏଠି ପକାନ୍ତି ମନ ତୁମ କଥା ସବୁ ଭୁଲି ଯାଇଛି ...
ପୁଅ କି କରିବ ଝିଅ ନ'କରିବ ଏ କି ପାତର ଅନ୍ତର ଭାବ ଦେଖିବାକୁ ଚାହେଁ ଏ ଦୁନିଆ ଆଲୋକ ପୁଅ କି କରିବ ଝିଅ ନ'କରିବ ଏ କି ପାତର ଅନ୍ତର ଭାବ ଦେଖିବାକୁ ଚାହେଁ ଏ ଦୁ...
ତୋ ପରି କିଏ ମୋ ମନ ବୁଝି ଖୋଜି ଆଣି ଦବ କହ ଫେରିଆ ତୁ ଥରେ କରିବିନି ରାଗରୁଷା ତୋ ପରି କିଏ ମୋ ମନ ବୁଝି ଖୋଜି ଆଣି ଦବ କହ ଫେରିଆ ତୁ ଥରେ କରିବିନି ରାଗରୁଷା
କୈଶୋର ମନଟି ଉଚ୍ଚାଟ ଝିପଝିପ ବର୍ଷାର ରିମଝିମ ଶବ୍ଦ ତାଳେ କାଗଜ ଡ଼ଙ୍ଗା ସମ ଭାସିଯାଏ ସତ୍ତା ... କୈଶୋର ମନଟି ଉଚ୍ଚାଟ ଝିପଝିପ ବର୍ଷାର ରିମଝିମ ଶବ୍ଦ ତାଳେ କାଗଜ ଡ଼ଙ୍ଗା ସମ ଭାସିଯାଏ...
ଜଣେ ନାରୀର ଅନ୍ତଃସ୍ୱର.... ଜଣେ ନାରୀର ଅନ୍ତଃସ୍ୱର....