STORYMIRROR

MANAS KUMAR KAR

Children

4  

MANAS KUMAR KAR

Children

ମୁଁ ଶିଶୁଙ୍କ ଭିତରେ ରାଜା

ମୁଁ ଶିଶୁଙ୍କ ଭିତରେ ରାଜା

1 min
407

ଶିଶୁ ରାଇଜର

ମୁଁ ଶିଶୁଙ୍କ ଭିତରେ ରାଜା

ନାହିଁ ମନେ ମୋର

 ଛନ୍ଦ କପଟର ପରିଭାଷା

 ଘରେ ଓ ବାହାରେ

 ମୁଁ ସଭିଙ୍କର ଆପଣାର l

 ସଭିଏଁ ମୋତେ ଯେ

 କରନ୍ତି ଆଦର 

 ମୋ ପ୍ରତି କାହାର

 ନାହିଁ ଅବସାଦ

 ମୁଁ ପରା ଅଟେ ଯେ

 ଆମ ଦେଶର ଭବିଷ୍ୟତ

 ଗାନ୍ଧୀ ଗୋପବନ୍ଧୁ ଙ୍କର

 ମୁଁ ଆଦର୍ଶ ମାନିବି l

 ହିଂସା କୁ ଭୁଲି 

 ଅହିଂସା ପଥ ବାଛିବି

 ଭଲ କାମ କରି 

 ମୋ ଦେଶର ନା ରଖିବି ll


Rate this content
Log in

Similar oriya poem from Children