STORYMIRROR

MANAS KUMAR KAR

Romance Inspirational

2  

MANAS KUMAR KAR

Romance Inspirational

ରଜନୀଗନ୍ଧା

ରଜନୀଗନ୍ଧା

1 min
138

ପୁ --ରଜନୀଗନ୍ଧାର ଶେଯଟେ ପାରିଛି!

ପ୍ରୀତିର ଦୁଆର ଖୋଲା ରଖିଅଛି !!

ମିଳନର ଏହି ପ୍ରଥମ ରାତିରେ !

ନେଇଯାଅ ତୁମେ ମୋତେ ସାଉଁଟି !!

ମିଠା ମିଠା ଲାଗେ ତୁମ କେଇ ପଦ କଥା !

ଲାଜେଇ ଲାଜେଇ ଲାଜକୁଳୀ ଲତା !!

ହସିଦେଇ ଥରେ କହିଦିଅ ତୁମେ !

ତୁମେ ଅଟ ପରା ମୋ ପ୍ରେମିକା !!

ସରି ଯାଏ ରାତି କର ନାହିଁ ଡେରି !

ରହିଯାଉ ଆମ ମିଳନର ସ୍ମୃତି !!

ବାସର ରାତିର ସାଧବ ବୋହୂଟି !

କହିଦିଅ ତୁମେ କିଛି ହସି ହସି !!

ପୁନେଇଁର ଚାନ୍ଦ ପାଖରେ ମୁଁ ପାଇ !

ଦୁଷ୍ଟାମୀ ମନଟା ବୋଲ ମାନୁ ନାହିଁ !!

କିଛି କହିଦିଅ କିଛି କହିଦିଅ !

ରାତି ସରି ସରି ଯାଉଛି !!

ଝି --ତୁମ ଦୁଷ୍ଟାମୀ ଆଜି ଭଲ ଲାଗୁ ଅଛି !

  ସତରେ କେମିତି କେମିତି ଲାଗୁଛି !!

ପୁ /ଝି --ସତରେ କେମିତି କେମିତି ଲାଗୁଛି.



Rate this content
Log in

Similar oriya poem from Romance