ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ
ଅପେକ୍ଷା କରିବାର ନିଜର ଏକ ସୌନ୍ଦର୍ଯ୍ୟ ଅଛି , ମୋନୋକ୍ରୋମରେ ଆଙ୍କାଯାଇଥିବା ଲାଳସା ପରି
ବସନ୍ତକୁ ଅପେକ୍ଷା କରୁଥିବା ଏକାକୀ ଖଣ୍ଡିଆ ପତ୍ର ପରି , ଅନ୍ଧକାର ଘଡଘଡି ମେଘ ଆଣିଥାଏ ,
ଏକାକୀ ପକ୍ଷୀ ପରି ଯିଏ ପ୍ରାଣକୃଷ୍ଣ ଗୀତଗାଏ ।
କବିତା ଯାଦୁ ପରି, ମୁଁ ତୁମକୁ ଅପେକ୍ଷା କରେ,
ସ୍ତୁତି ସାଉଁଟି ପୁନର୍ବାର ଖୋଜିବାକୁ ଚେଷ୍ଟା କରେ |
ମୁଁ ଜାଣେ ନାହିଁ ତୁମେ ପୁନର୍ବାର ମୋ ପାଖକୁ ଆସିବ କି ନାହିଁ ,
ମୁଁ କେବେ ମୋ ଜୀବନ ଫେରି ପାଇବି କି ...
କିନ୍ତୁ ମୁଁ ଅପେକ୍ଷା କଲାବେଳେ ସନ୍ତୁଷ୍ଟ କିଛି ଦିନ ,
କିଛି ଜୀବନରେ, ତୁମର ହୃଦୟର ଫାଟକ ଦେଇ ଯିବାକୁ ।
