STORYMIRROR

Gurucharan Mohakuda

Abstract

3  

Gurucharan Mohakuda

Abstract

ଅଧୁରା ଲାଗୁଚି ଅଧା ଜୀବନ

ଅଧୁରା ଲାଗୁଚି ଅଧା ଜୀବନ

1 min
319

ଏ ମନ ଖୋଜୁଥାଏ ଯାହା ମିଳେନାହିଁ ତାହା

ମିଳେ ଖାଲି କଷ୍ଟ ଓ ଯନ୍ତ୍ରଣା 

ବିରହ ନିଆଁରେ ଜଳୁଛି ଆଜି 

ମୁଁ କାରଣ ଖୋଜି ପାଏନା

କାହାକୁ କହିବି କେମିତି କହବି ?

ସେକଥା ମୁଁ କିଛି ଜାଣେନା,

ନୀଳ ଆକାଶର ନୀଳ ଶାରୀ ଟିଏ 

ପର ଝାଡ଼ି ଉଡ଼ିଗଲା 

କିଏ ତାକୁ ନେଇ ପଞ୍ଜୁରୀ ଭିତରେ 

ବନ୍ଦିକରି ରଖିଦେଲା 

ଯେତେ ଵୁଝେଇଲେ ମନ ବୁଝୁନାହିଁ 

ହେଈଯିବି ମୁଁ ପାଗଳ 

କାହିଁଗଲା ସେହି ପିଲାଦିନ ସାଥି 

ଖୋଜି ଖୋଜି ମୁଁ ବ୍ୟାକୁଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract