Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suchismita behera

Abstract Inspirational

4.0  

suchismita behera

Abstract Inspirational

ସମ୍ପର୍କ

ସମ୍ପର୍କ

1 min
404


ଥରେ ଛିଡି ଗଲେ ସମ୍ପର୍କ ର ସୂତା

ଉଡେନି ସ୍ନେହ ର ଗୁଡି

ଥରେ ଭାଙ୍ଗି ଗଲେ ମନ ର ବିଶ୍ବାସ 

ଆଉ ହୁଏ ନାହିଁ ଯୋଡି ।


ବିଶ୍ବାସ ରେ ଥରେ ବିଷ ମିଶିଗଲେ

ଆଉ ନ ପାଇବ ଫେରି

ସ୍ନେହ ପ୍ରେମ ସବୁ ବିଷାକ୍ତ ହୋଇଲେ

ହୃଦୟ ଟା ଯିବ ପୋଡି।


ସମ୍ପର୍କ ଏମିତି କାଚ ଆଇନା ଟେ

ଯତ୍ନ ରେ ରଖ ସଜାଡି

ବିଶ୍ବାସ,ପ୍ରେମ ର ଏହି ଆଇନା ରେ

କେବେ ନ ବସାଅ ଧୂଳି।


ଭୂଲ ବୁଝାମଣା ଧୂଳି ଜମିଗଲେ

ସଫା କରି ଥରେ ଦେଖ

ସମ୍ପର୍କ ଏମିତି ଅମୂଲ୍ୟ ସମ୍ପଦ

ହୃଦୟେ ସାଇତି ରଖ।


Rate this content
Log in

Similar oriya poem from Abstract