Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suchismita behera

Action Inspirational

3  

suchismita behera

Action Inspirational

ଦୁର୍ଗା

ଦୁର୍ଗା

1 min
332


କେବଳ ନୁହେଁ ମାଟି ମୂର୍ତ୍ତି ରେ,

ଦୁର୍ଗା ବିଦ୍ୟମାନ ପ୍ରତି ଟି ନାରୀ ଅସ୍ତିତ୍ଵ ରେ..

ଦଶଭୂଜା ଙ୍କ ଆଗମନେ ପ୍ରକୃତି ବି ହସିଉଠେ,

ହେଲେ କନ୍ଯାର ଜନ୍ମେ ନିଜ ପରିବାର ହସ ତୁଟେ!

ମାଁ ର ମୃଣ୍ମୟୀ ରୂପ କୁ କରୁ ଶତ ପ୍ରଣାମ,

ହେଲେ ନିଜ ମାଁ କୁ କାହିଁ ଦେଉ ବୃଦ୍ଧାଶ୍ରମ?

ମହିଷା ଠୁ ହୀନ ଏଠି ମାନବ ହେଲେ!

ଯୁବତୀ ଙ୍କୁ ତ ଦୁଷ୍କର୍ମ ;ଶିଶୁ କନ୍ଯା ବି ନିର୍ଯ୍ଯାତିଲେ,

ନାରୀ ର ଗର୍ଭ ରୁ ଜାତ,

ପିଇ ତା ସ୍ତନ ଅମୃତ;

ବଳଶାଳୀ ହୋଇ ପୁଣି ଖାଆନ୍ତି ତା ସ୍ବେଦ ରକ୍ତ! 

ଦୁର୍ଗା ତ ଚାଲିଯିବେ ବିଜୟ ଦଶମୀ ପରେ,

ଜାଗ୍ରତ କର ତାଙ୍କୁ ପ୍ରତି ନାରୀ ଅସ୍ତିତ୍ଵ ରେ..

 ଶକ୍ତି ର ସ୍ବରୂପା ନାରୀ ସ୍ନେହ ର ସ୍ବରୂପା,

ଅନ୍ନପୂର୍ଣା, ଜନନୀ ସେ, ଶତ ଅପରୂପା।


Rate this content
Log in

Similar oriya poem from Action