STORYMIRROR

Ajaya Mahala

Romance

3  

Ajaya Mahala

Romance

ମଧୁମାଳତୀ

ମଧୁମାଳତୀ

1 min
13.5K


ମୋ ପ୍ରେମ ତୋ ପ୍ରେମ

ମୋ ପ୍ରେମ ତୋ ପ୍ରେମ

ଫୁଲ ପଛେ ଫୁଲ ଯୋଡ଼ି

ଗୁନ୍ଥିଥିଲି ମଧୁମାଳତୀର

ଲମ୍ବା ହାର ଟିଏ

କେବେ ଛିଣ୍ଡାଇଲ

ତୁମେ ଅନୁରାଗ

ଜାଣେ କିଏ ?

କେଉଁ କୋଣେ

ତୁମ ସଞ୍ଜ ବଜାର

ବାସନାର କିଣାବିକା

କେବେ ପ୍ରେମ

ତୁମ ରଙ୍ଗ ଗର ଗର

କେବେ ପୁଣି

ଲାଜେ ସେ

ଗୋଲାପି ଫିକା

ଟିପରେ ଟିପରେ

ସତେ ବା ଯେମିତି

ମଧୁମାଳତୀର

ପାଖୁଡାର ସ୍ପର୍ଶ ଲେଖା

ସୁନ୍ଦର ତୁମ ଆଂଗୁଳିରେ

ପୁଣି ଛାପିବ

କେବେ ଗୋ

ଲଲାଟେ ମୋ ତୁମେ

ରକ୍ତଚନ୍ଦନ ଟିପା…..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance