STORYMIRROR

Manju Rath

Classics Others

4  

Manju Rath

Classics Others

ଶ୍ରୀ ଗଜାନନ

ଶ୍ରୀ ଗଜାନନ

1 min
270

ଅଗ୍ରଣୀ ପୁଜା ପାଅ 

ହେ ଗଜାନନ 

ସର୍ବ ବିଘ୍ନ ଖଣ୍ଡନ କର 

ହେ ମୁଶିକ ବାହନ 


ବିଦ୍ୟା ବୁଦ୍ଧି ରେ ତୁମେ ପାରଙ୍ଗମ 

ମାତା ପିତାଙ୍କ ଚାରିପଟେ ପ୍ରଦକ୍ଷିଣ 

ମାତୃଭକ୍ତେ ସୁପୁତ୍ର ତୁମେ ପାର୍ବତୀ ନନ୍ଦନ 

ମାତା ଙ୍କ ଆଦେଶେ ଶିରଧାର୍ଯୈ 

ପିତାଙ୍କ ହସ୍ତେ ମସ୍ତକଛେଦନ 


ଭାଳେଣି ପଡଇ ସ୍ବର୍ଗ ପୁରେ 

ଏ କି କାଣ୍ଡ ହେଲା 

ଦେବତା ଗଣ ଘୋର ସଂକଟେ 

ହସ୍ତୀ ର ମସ୍ତକ ଆଣଇ 

ଲଗାଇ ଦେଲେ ଜୀବନ୍ୟାସ 


ସମସ୍ତ ଆଶୀର୍ବାଦ ପାଇ 

ସ୍ବର୍ଗ ରୁ ହେଲା ପୁଷ୍ପ ବର୍ଷା 

ହେ ପୋଥିଧାରୀ 

ମୋଦକପ୍ରିୟ ଏହି 

ଗଣେଶ ଚତୁର୍ଥୀ ଦିବସେ 

ତୁମ୍ଭଙ୍କୁ ପ୍ରଣାମ ।


Rate this content
Log in

Similar oriya story from Classics