STORYMIRROR

Manju Rath

Others

3  

Manju Rath

Others

ଯୁଦ୍ଧ

ଯୁଦ୍ଧ

1 min
62

ସିନ୍ଦୂର ମଥା ରେ କିଛି ସମୟ ପାଇଁ ରହିଥିଲା 
ସେ ନବବିବାହିତା ପତ୍ନୀ ର ସୁନ୍ଦର ସଂସାର ରେ 
ହିନ୍ଦୁ ଧର୍ମ ତା ପାଇଁ କାଳ ହୋଇ ଆସିଲା ଅଦିନିଆ ଝଡବର୍ଷା ରେ ସେ କି ଜାଣିଥିଲା କାଲି ର ସକାଳ ଅକାଳ ମୃତ୍ୟୁ ର ଦ୍ୱାର ଦେଶ ରେ 
ସଂସାର କଣ ଜାଣିବା ପୂର୍ବ ରୁ ତା ସ୍ୱାମୀ ର 
ମୃତ ଶରୀର ତା କୋଳ ରେ 
ନିମିଶକେ ପୃଥିବୀ ସ୍ଥିର ହୋଇଯାଇଥିଲା 
ଧର୍ମ ର ପଶାଖେଳେ ବଳି ପଡିଲା ନିରିହ ମାନବ ଜୀବନ 
ଅସହ୍ୟ ଥିଲା ସେ ଦୃଶ୍ୟ ନିଷ୍ଠୁର ହୃଦୟ ର କୁରାଢୀ ରେ ରକ୍ତାକ୍ତ ସେ ଶରୀର 
ନା ଆଉ ସହି ହେବ ନାହି ଯୁଦ୍ଧ ଆରମ୍ଭ ହେଲା 
ସିନ୍ଦୂର ବଦଳେ ସିନ୍ଦୁର ର ବୀଭିସିକା
ଆବିର୍ଭାବ ହେଲା   ପ୍ରଥମେ ପାଣି ପଥ 
ପାଇଁ ଡହକ ବିକଳ ହେଲା ନୁର୍ସଂସ ମାନବ 
ନର ରୂପୀ ରାକ୍ଷାସ ଯୁଦ୍ଧ ଲଢିବା ପାଇଁ
ଆଗଭର ହେଲା 
ଯୁଦ୍ଧ ରେ ପରାସ୍ତ ହୋଇ ଭାଙ୍ଗିଲା ତା 
ମାନ ଅଭିମାନ ଆମ ସେନା ବାହିନୀ 
ଆମ ଅଭିମାନ ଭାରତ ମାତା କି ଜୟ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍