STORYMIRROR

Manju Rath

Tragedy

4  

Manju Rath

Tragedy

ଚପଲ

ଚପଲ

1 min
20

ରାଜୁ ତା ନାମ ଅଭାଗା ବିଚାରା

ଜନ୍ମରୁ ପାଦ ନାହିଁ ସମସ୍ତଙ୍କ ଚପଲପିନ୍ଧା ପାଦକୁ

ଦେଖି ତା ଆଖି ରୁ ଲୁହ ଝରେ ଭଗବାନ ଙ୍କୁ କୋଷେ

କି ଜନ୍ମ ରେ କି ପାପ କରିଥିଲି ପ୍ରଭୁ ମୋତେ ଏତିକି 

ଦୁଃଖ ଦେଇଛ ଯେ ମୁଁ ଚପଲ କୁ ହାତ ରେ ପିନ୍ଧି ସମସ୍ତ ଙ୍କ

ହାସ୍ୟାପଦ ର ପାତ୍ର ହୋଇଛି 


ବିନା ଚପଲ ରେ ମୋ ହାତ ଖଣ୍ଡିଆ ହେବା ଭୟ ରେ ଚପଲ କୁ 

ବ୍ୟବହାର କରୁଛି ସେଇଟା ପୁଣି ସାଧା ଚପଲ 

ଦୋକାନ କୁ ଗଲେ ସମସ୍ତ ପ୍ରକାର ଚପଲ କୁ ଦେଖି ମନ ରେ 

ଲାଳସା ଜାଗେ ଏଇ ଚମଡା ଚପଲ ନେଇଥିଲେ ମୋ ପାଦ ରେ 

ପିନ୍ଧିଲେ ତାର ଶୋଭା ବଢିଯାଇଥାନ୍ତା

ଏତିକି ଭାବିଲା ବେଳକୁ ଦୋକାନି ରାଜୁ କୁ ସାଧା ଚପଲ ଦେଇ

ତା ଲାଚାର ଅବସ୍ଥା କୁ ହାତ ରେ ପିନ୍ଧେଇ ଦେଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy