ଦିନେ ଗାଁ କୁ ଯାଇଥିଲି
ଦିନେ ଗାଁ କୁ ଯାଇଥିଲି
ଆମ ଚାଷ ଗାଁ ର ନାମ ଖୁଟୁଲୁଗୁଡା ପିଲାଦିନେ ଆମେ ବାପା ଙ୍କ ସଙ୍ଗେ ଯିବା ଆସିବା କରୁଥିଲୁ ଗାଁ ର ଲୋକମାନେ ଆମକୁ
ବହୁତ ଆଦର କରୁଥିଲେ ଆମ ବାପା ଙ୍କୁ ସେମାନେ ବହୁତ
ଭଲ ପାଉଥିଲେ
ବାପା ବି ସେମାନଙ୍କୁ ବହୁତ ସାହଯ୍ୟ କରୁଥିଲେ
ଗାଁ ରେ ମନୋରଞନ ର ଖୁରାଖ ଯୋଗାଉଥିଲେ ବାପା ଯେ କୌଣସି ଖେଳ କୁ ଭଲ ପାଉଥିଲେ ମଝିରେ ମଝିରେ ଗାଁ ରେ
ଫୁଟ୍ ବଲ୍ ଖେଳ ର ପ୍ରତିଯୋଗିତା କରାଉଥିଲେ
ଗାଁ କୁ ଗଲେ ଅତି ଆପଣା ର ଲାଗେ ସେହି ମାଟି ପାଣି ପବନ
ପ୍ରକୃତି ର ସୁନ୍ଦରତା ସେଇଠି ହିଁ ରହିଯିବାକୁ ଇଛା ହୁଏ
କିନ୍ତୁ ପାଠପଢା ର ସୁଯୋଗ ନ ଥିବାରୁ ସହରମୁଖା ହେବା ପାଇଁ ବାଧ୍ୟ ହେଇଥାଉ ଦିର୍ଘ ତିରିଶ ବର୍ଷ ର ଗଡାଣିଆ ଭିତରେ
ଦିନେ ଆମ ଗାଁ କୁ ଯିବାକୁ ସୁଯୋଗ ମିଳିଲା
ହେଲେ ସେଦିନ ଆମ ବାପା ଆମ ସହିତ ନ ଥିଲେ
ଆଖିରେ ଲୁହ ନେଇ ଖୁଟୁଲୁଗୁଡା ଗ୍ରାମ କୁ ଦେଖିଲି
ବହୁତ କିଛି ପରିବର୍ତନ ହେଇଯାଇଛି
ହେଲେ ସେହି ପୁରୁଣାଘର ସେମିତି ରହିଛି ଆମ ବାପାଙ୍କ
ବିନା ତାଙ୍କୁ ଶ୍ରଦ୍ଧାଞଳି ଦେବାପାଇଁ ଫୁଟ୍ ବଲ୍ ଖେଳ ର
ପ୍ରତିଯୋଗିତା ରଖିଥିଲେ ଏବଂ ଆମ ପରିବାର କୁ ନିମନ୍ରଣ
କରି ଥିଲେ
