STORYMIRROR

Manju Rath

Inspirational Others

3  

Manju Rath

Inspirational Others

ଧନୀ

ଧନୀ

1 min
120

ଧନ ଜନ ମୋର 

ଲୋଡା ନାହି ପ୍ରଭୁ 

ତୁମ ଚରଣ ର ଧୂଳି 

ପ୍ରଭୁ ମୋର ମସ୍ତକ 


ଧନୀ ହୋଇ ଅହଙ୍କାର 

ଅଗ୍ନି ରେ ଜଳିବା ଅପେକ୍ଷା 

ତୁମ ଭଜନ ରେ ବିତୁ ମୋ ଦିନ 

ତୁମ ନାମ ଧନ ରେ 

ଚାଲୁ ମୋର ଜୀବନ 


ତୁମେ କରୁଣା ସାଗର 

ପ୍ରଭୁ ମୋର ହୃଦୟର ସ୍ପନ୍ଦନ 

ଧନୀ କୁ ଦିଅ ପ୍ରଭୁ 

ହୃଦୟରେ ଦୟା 

ନ ରଖୁ ମନେ ଗରବ ର ଛାୟା ।


Rate this content
Log in

Similar oriya story from Inspirational