Manju Rath

Children

3.0  

Manju Rath

Children

ଶିଶୁ

ଶିଶୁ

1 min
196


ଶିଶୁ ସୁଲଭ ଢଙ୍ଗରେ ଯେବେ ହସେ ପୃଥିବୀ ପୃଷ୍ଠରେ, ମା ତା ସନ୍ତାନଟିକୁ କୋଳେଇ ନେଇ କୁହେ ଈଶ୍ବରଙ୍କୁ ହେ ପ୍ରଭୁ ମୋ ଶିଶୁକୁ ବଡ କରନା । ସଂସାରର ଯେତେ ଆବର୍ଜନା ତା କୋମଳ ହୃଦୟରେ ବଡ ହେଲେ ପୁର୍ଣ୍ଣ ହୋଇଯିବ ମୋ ମାଆ ହୃଦୟ ସମ୍ଭାଳି ପାରିବନି ।

ଶିଶୁଟି ଯେବେ ମାର ପଣତକାନୀରେ ଲୁହ ପୋଛୁଥାଏ ସେ ଅନୁଭବ କରେ ମାଆ ମୋ ଦୁନିଆ ।ମା ଯୋଶଦା ପ୍ରକୃତରେ ଭଗବାନ ଶ୍ରୀକୃଷ୍ଣଙ୍କ ନିଜର ମାତା ନ ଥିଲେ କିନ୍ତୁ ସେ ଶ୍ରୀକୃଷ୍ଣଙ୍କ ମନ ମୋହକ ହସରେ ଦେଖୁଥିଲେ ।ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ମାଟି ଖିଆ ପାଟିରେ ଦେଖିଥିଲେ ବ୍ରହ୍ମାଣ୍ଡ କିଛି କ୍ଷଣିକ ପାଇଁ ଅଚେତ ହୋଇପଡ଼ିଥିଲେ ଚେତା ଫେରିବା ପରେ ସବୁ କିଛି ଭୂଲି ଯାଇଥିଲେ ପୁଣି ସେହି ଦୁଷ୍ଟାମୀ ଶିଶୁର ଶିଶୁ ସୁଲଭ ଢଙ୍ଗକୁ ଉପଭୋଗ କରୁଥିଲେ ମାତା ଯୋଶଦା ।


 



Rate this content
Log in

Similar oriya story from Children