Manju Rath

Others

3  

Manju Rath

Others

ବିଜ୍ଞାନ

ବିଜ୍ଞାନ

1 min
133


ଆଜି ର ଆଧୁନିକ ଯୁଗ କୁ ଅଭିନନ୍ଦନ ବିଜ୍ଞାନ ବଳ ରେ ଆମ ବୈଜ୍ଞାନିକ ଗଣ ନିଜର କୌଶଳତା କୁ ସଫଳତାର ସହିତ ସୋଭା ମଣ୍ଡନ କରି ଦେଶକୁ ଗୌରବାନ୍ବିତ କରିପାରିଛନ୍ତି ବିଜ୍ଞାନ କଣ କେମିତି ଆମ ଜୀବନର ଏକ ଅଙ୍ଗ ଭାବରେ ବ୍ୟବହାର 

ହେଉଛି ଏ ସବୁ ଜାଣିବାରେ ମୋର ପ୍ରବଳ ଆଗ୍ରହ ଆକାଶ ରେ ତାରାପୁଞ୍ଜ ଚନ୍ଦ୍ର ପୃଥିବୀ ଗ୍ରହ ଉପଗ୍ରହ ସୁର୍ଯ ସହ ବିଜ୍ଞାନ ର ସମ୍ପର୍କ କୁ ଯୋଡି ହେବାର ଦେଖିଛି ଅନ୍ଧାର ରାତି ରେ ଆକାଶ କୁ ଚାହିଁ ଚନ୍ଦ୍ର ର ଆଲୋକ ନକ୍ଷତ୍ର ପୁଞ୍ଜ ର 

ଗଭୀରତା ଭିତରେ ମୋ ମନର ଗବେଷଣା କୁ ଖୋଜିଛି ।ମୁଁ ବେଳେ ବେଳେ ଯାହା ଭାବେ ବିଜ୍ଞାନ ର ଞାନ କୌଶଳ ଟିକିଏ ମୋ ପାଖରେ ରହିଥାନ୍ତା ମୁଁ ବି ଆଜି ନୂତନତା ବିଜ୍ଞାନ ର କୌଶଳ କୁ ଆପଣେଇ ବିଜ୍ଞାନ ର ବୈଜ୍ଞାନିକ ହୋଇପାରିଥାନ୍ତି 

ସେ ଯାହା ବି ହେଉ ଆଜି ଆମ ବୈଜ୍ଞାନିକମାନଙ୍କ ଚେଷ୍ଟା ବଳରେ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଉପଗ୍ରହ ବିଷୟ ରେ ଆମ ଦେଶବାସୀଙ୍କର ଜାଣିବାର ଇଛା କୁ ଉଜାଗର କରିପାରିଛନ୍ତି  ମୁଁ ବିଜ୍ଞାନ ର ବୈଜ୍ଞାନିକ ଙ୍କୁ ବିଜ୍ଞାନ ସହିତ ସାକ୍ଷାତ କରେଇଥିବାରୁ 

ବହୁତ ବହୁତ ଧନ୍ୟବାଦ ଜଣାଉଛି 



Rate this content
Log in