Manju Rath

Others

3  

Manju Rath

Others

ଯାଦୁ

ଯାଦୁ

1 min
174


ଛୋଟବେଳେ ଯାଦୁ ଦେଖିବାକୁ ଭଲ ଲାଗେ ଆମେ ବିଦ୍ୟାଳୟରେ ପଢିଲାବେଳେ ବିଭିନ୍ନ ପ୍ରକାର ଯାଦୁଗର ମାନେ ଯାଦୁ ଆଣି ଦେଖାନ୍ତି ଆମେ ସମସ୍ତେ ଉତ୍ସାହର ସହିତ ଦେଖୁଥିଲେ ପିସି ସରକାର ଯାଦୁ ମଧ୍ଯ ଆମ ସହର କୁ ବେଳେ ବେଳେ ଆସିଥାଏ ସେ କେମିତି ଭାବରେ ମଣିଷ ର ମୁଣ୍ଡ କୁ କାଟି ପୁଣି ଯୋଡିଦିଏ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଗ୍ଲାସ୍ ରେ ଥିବା ପାଣିକୁ ଗୋଲାପ ଫୁଲ ବନେଇଦିଏ ପୁଣି ଦେଖୁଥିବା ଦର୍ଶକଙ୍କ ଭିଡ ଭିତରୁ ଗୋଟିଏ ଲୋକ କୁ ଡାକି ଆଣି 

ବାକ୍ସ ଭିତରେ ରଖି ଅଦୃଶ୍ଯ କରିଦିଏ ଏହି ପ୍ରକାରର ଯାଦୁ ମୁଁ ଦେଖି ଆସିଛି ଆହୁରି ବିଦେଶ ର ଯାଦୁ ମଧ୍ଯ ଦୁରଦର୍ଶନ ଦ୍ବାରା ଦେଖିଥାଉ ଯାଦୁ ର ବିଭିନ୍ନତାରେ ମନ ମୋହିଯାଏ 

ଆମ ଘର ଲୋକଙ୍କ କଥା ଯାଦୁ ଉପରେ ଟିପ୍ପଣୀ ଦେଇଥାନ୍ତି 

ଏ ତ ଯାଦୁ ନୁହେ ଚକ୍ଷୁ ବନ୍ଧନ ମୋତେ କିନ୍ତୁ ବିଶ୍ବାସ ଲାଗେନି ଯାଦୁ କହିଲେ ଏକ ଚୁମ୍ବକୀୟ ଆକର୍ଷଣରେ ବାନ୍ଧି ହୋଇ ରହିଥାଏ ମନ ଆଉ ଦେହ କିଛି ସମୟ ପାଇଁ ।



Rate this content
Log in