STORYMIRROR

Sasmita Das

Abstract

4  

Sasmita Das

Abstract

ଯୋଡିଏ ଆଖି

ଯୋଡିଏ ଆଖି

1 min
173

ଛୋଟ ଛୋଟ ଦୁଇ ଆଖି,

ଦେଖେ ପୁଣି ଅସରନ୍ତି ସ୍ୱପ୍ନ 

ବୁଝାଏ ହୃଦୟର ଅବ୍ୟକ୍ତ ଭାଷାକୁ

ସାଇତି ରଖେ ଅସରା ଅସରା ଲୁହ l

ଆଖିରେ ଥାଏ ରାଗ ରୁଷା ଅଭିମାନ

ଖେଳୁଥାଏ ହସର ଉଛୁଳା ନଈ l

ଅନୁଭବ କରେ ପୁଣି ଦୁଃଖ ଯନ୍ତ୍ରଣା

ସହେ କେତେ କେତେ ବିରହ ଵେଦନା l

ଆଖି ଖୋଲା ଥିଲେ ସବୁ ଲାଗେ ଜୀବନ୍ତ 

ଆଖି ବୁଜି ଦେଲେ ସବୁ କିଛି ନୀରବ ।


Rate this content
Log in

Similar oriya poem from Abstract