STORYMIRROR

Sasmita Das

Inspirational

3  

Sasmita Das

Inspirational

ଅପମାନ

ଅପମାନ

1 min
889

ଏଠି ଖାଲି,

ଅହଂକାର,

ଅପବାଦ

ଆଉ ଅପମାନ

ସଭ୍ୟତାର ଦ୍ୱାହି ଦେଇ

କାହାକୁ ଅପମାନ କରି

ଗର୍ବରେ ଛାତି ଫୁଲେଇ

କୁରୁଳୁଥିବା ମନ ଟା

କେବେ ବୁଝେନାହିଁ

ସ୍ୱାଭିମାନ ମଣିଷ ଟିର

ଛାତି ତଳେ

ଯନ୍ତ୍ରଣା କେତେ ଯେ

ମାତ୍ର ମଥାପାତି ସବୁ ସହୁଥିବା

ନିଜ ଲୁହ ନିଜେ ପିଉଥବା

ଅଭିମାନୀ ମଣିଷ ଟା

ନିଜ ପାଇଁ ନିଜେ

କେତେ ଯେ ମହାନ

ବୁଝିବାକୁହୁଏନାହିଁ

ବାକି

ଧନ୍ୟରେ ନିର୍ବୋଧ ମଣିଷ

କେବେ ପାରିବନି ଶିଖି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational