Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Sasmita Das

Abstract


2  

Sasmita Das

Abstract


ଦେହ

ଦେହ

1 min 103 1 min 103

ଦେହ ଆଉ ପ୍ରାଣ

ଈଶ୍ୱରଙ୍କ ଦାନ

ପ୍ରାଣ ଚାଲିଗଲେ

ମୁଠାଏ ପାଉଁଶ l

କାହିଁକି? 

ଏତେ ଅହଂକାର

ଏ ସୁନ୍ଦରତା ପାଇଁ  l

ପୁଣି 

ଦେହର ଭୋକ

ସଜାଏ ଯୌନରାକ୍ଷସ

ଦେହ ପାଇଁ

ହତ୍ୟା, ଆତ୍ମହତ୍ୟା

ଦେହର ବସେ ଏଠି ହାଟ l

ଅନେକ ପୁଣ୍ୟର ଫଳ

ପବିତ୍ର ଏଇ ଦେହ

ଏକ ମନ୍ଦିର l

ସତ୍ୟ ଶିବ ସୁନ୍ଦରର

ସମାହାର ଏ ସୃଷ୍ଟିର.......


   


Rate this content
Log in

More oriya poem from Sasmita Das

Similar oriya poem from Abstract